Русские видео

Сейчас в тренде

Иностранные видео


Скачать с ютуб Bhala Mate Paauki Naa - Studio Version | Humane Sagar | Sidharth TV | Sidharth Music в хорошем качестве

Bhala Mate Paauki Naa - Studio Version | Humane Sagar | Sidharth TV | Sidharth Music 6 лет назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



Bhala Mate Paauki Naa - Studio Version | Humane Sagar | Sidharth TV | Sidharth Music

Song : Bhala Mate Paauki Naa ------------------------------------------------------ Create Your Reels Here :- https://bit.ly/3uLd4PY ------------------------------------------------------ ♪ Full Song Available on ♪ JioSaavn : http://bit.ly/2W10Kdt Wynk : http://bit.ly/2YW0pqe Gaana : http://bit.ly/2QyIq61 Apple Music : https://apple.co/2EEFrEq Amazon Prime Music : https://amzn.to/2HIBwZm iTunes : https://apple.co/30Rnax3 Spotify : https://spoti.fi/2YXlW1t YouTube Music : http://bit.ly/2KdMCHs Singer : Humane Sagar Lyrics : Arun Mantri Music Director : Manmath Mishra DI, Graphics & Video Director : Binay Sutar Recorded At: Sidharth Music Studio. Voice Dubbing & Mixing By: Swapnajit Sabat & Munna at Sidharth Music Studio Mastering By: Sitaram Agrawal & Swapnajit Sabat at Sidharth Music Studio Banner : Sidharth TV Producer : Sitaram Agrawal & Namita Agrawal Music Label : Sidharth Music ଭଲ ମତେ ପାଉ କି ନା ଥରେ କହିଦେ.. ମୋ କଥା ଭାବୁ କି ନା ଥରେ କହିଦେ... ତୋ’ ମନ ଭିତରେ ଅଛିକି ନାହିଁ ମୁଁ କହିଦେ ... କହିଦେ .. କହିଦେ... ଜାଣି ମୁଁ ପାରୁନି ତୋ’ ମନକଥା ଭାରି ଅବୁଝା ତୋ ନିରବତା.. ପାଖରେ ଥାଇତୁ ପାଖରେ ନାହୁଁ ସବୁ ଜାଣି କି ଅବୁଝା ହଉ.. ଗୀତ ମୋର ଶୁଣୁ କି ନା ଥରେ କହିଦେ.. ମୋ’ ସ୍ବପ୍ନ ଦେଖୁ କି ନା ଥରେ କହିଦେ.. ତୋ’ ମନ ଭିତରେ ଅଛିକି ନାହିଁ ମୁଁ କହିଦେ ... କହିଦେ... କହିଦେ.. ମୋ’ ଚାରି ପାଖରେ ତୋଅରି ବାସ୍ନା ମତେ କରୁଚି ସେ ଆନମନା... ହୁଏତ ମୋ ପ୍ରେମ ଏକତରଫା ତୋର ଚେହେରା ଛାତିରେ ଛପା.. ମତେ କେବେ ଖୋଜୁ କି ନା ଥରେ କହିଦେ.. ମୋ’ ବାଟ ଚାହୁଁ କି ନା ଥରେ କହିଦେ... ତୋ’ ମନ ଭିତରେ ଅଛିକି ନାହିଁ ମୁଁ କହିଦେ ... କହିଦେ... କହିଦେ... "Sidharth Music" ଏବଂ "Sidharth TV" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Sidharth Music" ଏବଂ "Sidharth TV" ର YouTube Channelକୁ Subscribe କରନ୍ତୁ ଓ Bell ର Button 🔔 ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I #SidharthMusic #SidharthTV #SitaramAgrawal #NamitaAgrawal #SidharthMusic #SidharthTV #SidharthBhakti #NamitaAgrawal

Comments