Русские видео

Сейчас в тренде

Иностранные видео


Скачать с ютуб ସୁସମାଚାରର ବୀଜ ବୁଣିବା | SUSAMACHARARA BIJA BUNIBA | SINGER/ANDRIYA/ NEW CHRISTIAN@ANOFFICIAL-d1c 2024 в хорошем качестве

ସୁସମାଚାରର ବୀଜ ବୁଣିବା | SUSAMACHARARA BIJA BUNIBA | SINGER/ANDRIYA/ NEW CHRISTIAN@ANOFFICIAL-d1c 2024 11 дней назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ସୁସମାଚାରର ବୀଜ ବୁଣିବା | SUSAMACHARARA BIJA BUNIBA | SINGER/ANDRIYA/ NEW CHRISTIAN@ANOFFICIAL-d1c 2024

FULL VIDEO ||ସୁସମାଚାରର ବୀଜ ବୁଣିବା||NEW ODIA CHRISTIAN SONG/SUSAMACHARARA BIJA BUNIBA Singer/Andriya narangika #susamachararabijabuniba #newchristiansong #andriyanarangika Welcome to my new YouTube channel please Like share comment and subscribe    • ସୁସମାଚାରର ବୀଜ ବୁଣିବା || SUSAMACHARARA...      • KEMITI HEBI MU PARIRE NAURI||କେମିତି ହ...      • ||ପ୍ରାର୍ଥନା ଶୁଣ ମୋର ଯୀଶୁ||PRARTHANA S...      • DHANYABAD PRABHU||ଧନ୍ୟବାଦ ପ୍ରଭୁ||SING...      • JIBANE MORA ASILA//ODIA CHRISTIAN SONG      / @anofficial-d1c   #jisunamaatemahan @ANOFFICIAL-d1c CHENNALତରଫରୁ ସମସ୍ତ ଶ୍ରୋତାମାନଙ୍କୁ ହୃଦୟରୁ ସ୍ବାଗତ ଜଣାଉ , ଈଶ୍ଵରଙ୍କ ଅନୁଗ୍ରହ ଦୟା ଓ ଆଶିର୍ବାଦ ହେତୁ ପ୍ରଥମ ଥର ପାଇଁଁ AN OFFICIAL ପ୍ରସ୍ତୁତ କରିଛି ଏକ ଭାବପୂର୍ଣ୍ଣ , ହୃଦୟସ୍ପର୍ଶି ଗୀତ ଯାହା ସୁସମାଚାର କୁ ନେଇ ଆଧାରିତ। ଗୀତଟିକୁ Like, comment ଓ Share କରନ୍ତୁ, ଏବଂ ଆମର Andriya narangika official Channel କୁ subscribe କରନ୍ତୁ ଯେପରି ଆମେ ମିଳିତ ଭାବେ ଈଶ୍ଵରଙ୍କ ଗୈାରବ କରୁ କରୁ ତାଙ୍କର ରାଜ୍ୟ ବିସ୍ତାର ନିମନ୍ତେ ବ୍ୟବହୃତ ହୋଇପାରିବା । ସୁସମାଚାର ବିସ୍ତାରିତ ହେବା ପାଇଁ, ବହୁ ମାତ୍ରାରେ SHERE କରନ୍ତୁ। ଧନ୍ୟବାଦ 🙏 CREDIT Song- Susamacharara Bija Buniba Singer - ANDRIYA NARANGIKA (6371684921) Music & Lyrics - NOAH KORADA Music Arrangement - BAPI SAMAL Producer - AN MUSIC Mix & Mastering - NOEL STUDIO (Rayagada) Video Recorder - PREM BULU Video & Thumbnail edit - ANANDA BHAI Special Thanks - BROTHER SRIDHAR , DAVID, RAJU , ENOSH, MANOJ ‌LYRICS * ସୁସମାଚାରର ବୀଜ.... ବୁଣିବା....... ଆମେ ବୁଣିବା.... ଆମେ ବୁଣିବା...... ସୁସମାଚାରର ବୀଜ ବୁଣିବା ଆମେ ବୁଣିବା,ଆମେ ବୁଣିବା ଅପହଞ୍ଚ ସ୍ଥାନେ ସ୍ଥାନେ ଯାଇ କହିବା ଆମେ କହିବା,ଆମେ କହିବା ଦୁଃଖ ଆସୁ ନିନ୍ଦା ଆସୁ ଏ ବିଶ୍ଵାସର ଜୀବନରେ ଯୀଶୁ ଥିଲେ ଭୟ ନାହିଁ ଏ ଅନ୍ଧକାର ଜଗତରେ.......(୨×) ସାକ୍ଷୀ ହୋଇବା,ସାକ୍ଷୀ ହୋଇବା .....(୨×) ସୁସମାଚାରର ବିଜ..... ପାପ ପୂର୍ଣ୍ଣ ହୋଇଅଛି ଏ ମାନବର ହୃଦୟରେ ସୁସମାଚାର କେବଳ ଦେବ ତ୍ରାଣ ଜଗତରେ....(୨×) ଶାନ୍ତି ଆଣିବା, ଶାନ୍ତି ଆଣିବା......(୨×) ସୁସମାଚାରର ବିଜ ବୁଣିବା ଆମେ ବୁଣିବା, ଆମେ ବୁଣିବା ଅପହଞ୍ଚ ସ୍ଥାନେ ଯାଇ କହିବା ଆମେ କହିବା, ଆମେ କହିବା....(୨×) ଆମେ ବୁଣିବା, ଆମେ ବୁଣିବା ଆମେ କହିବା, ଆମେ କହିବା .... ‌ ( ସମାପ୍ତ ) PLEASE LIKE SHERE COMMENT AND SUBSCRIBE    / @anofficial-d1c   #amitpanichristiansong #amipanigospelsong #christiangospelsong #Odiachristiansong #andriyanarangika #andriyanarangika #andriyachristiannewodiasong #susamacharabijabuniba #odiachristiansong #newchristiansong2024 #andriyanarangikachristianodiasong #odia christian song Susamacharara Bija Buniba    / @anofficial-d1c   ANTI-PIRACY WARNING ⚠️ This content is copyright to Andriya narangika Official. Any unauthorized reproduction, redistribution, reupload of (audio-video) is strictly prohibited of this material. Legal action will be taken against those who violate this copyright material.

Comments