Русские видео

Сейчас в тренде

Иностранные видео


Скачать с ютуб 100 ଦିନରେ ବ୍ୟାକୁଳ ବବି, ପେନସନ ଲକ୍ଷ୍ୟରେ ସୁଜାତା | BJD Leader Pranab Prakash Das | Jajpur Politics |OR в хорошем качестве

100 ଦିନରେ ବ୍ୟାକୁଳ ବବି, ପେନସନ ଲକ୍ଷ୍ୟରେ ସୁଜାତା | BJD Leader Pranab Prakash Das | Jajpur Politics |OR 1 день назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



100 ଦିନରେ ବ୍ୟାକୁଳ ବବି, ପେନସନ ଲକ୍ଷ୍ୟରେ ସୁଜାତା | BJD Leader Pranab Prakash Das | Jajpur Politics |OR

ପୁଣିଥରେ ବିଧାନସଭାକୁ ଫେରିବା ପାଇଁ କୁଆଡ଼େ ବ୍ୟାକୁଳ ହେଲେଣି ବବି ଦାସ । ଯାଜପୁର ନିର୍ବାଚନ ମଣ୍ଡଳିରେ ଉପନିର୍ବାଚନ କରାଇବା ପାଇଁ କୁଆଡେ କରୁଛନ୍ତି ଯୋଜନା । ତେବେ ବର୍ତ୍ତମାନର ବିଧାୟିକା ସୁଜାତା ଆଠଗଡ଼ର ଚକରାଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇପାରନ୍ତି । ବବିଙ୍କୁ ବାଟ ନଛାଡି କୁଆଡେ 5 ବର୍ଷ ପୁରଣ କରି ପେନସନ୍ ଲକ୍ଷ୍ୟରେ ସୁଜାତା । ଯଦି ପୁଣି ବବି ନିର୍ବାଚନ ମୈଦାନକୁ ଓହ୍ଲାନ୍ତି ତେବେ ବିଜେପି ତାର ରଣନୀତି ବଦଳାଇପାରେ । ଚର୍ଚ୍ଚା ବବିଙ୍କ ସଙ୍ଗେ ଏକ ନୂଆ ମୁହଁକୁ ଯାଜପୁରରେ ଲଢେଇପାରେ ବିଜେପି 100 ଦିନରେ ବ୍ୟାକୁଳ ବବି, ପେନସନ ଲକ୍ଷ୍ୟରେ ସୁଜାତା | BJD Leader Pranab Prakash Das | Jajpur Politics | Odisha Reporter । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter #BJD #pranabprakashdas #BabiDas #SujataSahoo #SujataSahoo #ByElection #OdishaBJD

Comments