Русские видео

Сейчас в тренде

Иностранные видео


Скачать с ютуб ଡାଏବେଟିସ୍‌କୁ ରୋକିବେ କେମିତି? | Prevention of Diabetes in Odia | Dr Madhusmita Sahu в хорошем качестве

ଡାଏବେଟିସ୍‌କୁ ରୋକିବେ କେମିତି? | Prevention of Diabetes in Odia | Dr Madhusmita Sahu 10 месяцев назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ଡାଏବେଟିସ୍‌କୁ ରୋକିବେ କେମିତି? | Prevention of Diabetes in Odia | Dr Madhusmita Sahu

#Diabetes #WorldDiabetesDay #OdiaHealthTips ଡାଏବେଟିସକୁ ସମ୍ପୂର୍ଣ୍ଣ ଭାବେ ଭଲ କରିବା ହୁଏତ ସମ୍ଭବ ନୁହେଁ, କିନ୍ତୁ ଏହାକୁ ନିୟନ୍ତ୍ରଣରେ ରଖି ବିଭିନ୍ନ ଦୁରାରୋଗ୍ୟଠାରୁ ରକ୍ଷା ପାଇପାରିବା। ତେଣୁ ଡାଏବେଟିସ୍‌କୁ ରୋକିବା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ କରିବା ନିହାତି ଜରୁରୀ। ଆସନ୍ତୁ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ମଧୁସ୍ମିତା ସାହୁଙ୍କଠାରୁ ଜାଣିବା ଡାଏବେଟିସ୍‌କୁ ରୋକିବା ପାଇଁ ବିଭିନ୍ନ ଉପାୟ। ଏହି ଭିଡିଓରେ ରହିଛି, ଅନିୟନ୍ତ୍ରିତ ଡାଏବେଟିସ୍‌ ଯୋଗୁଁ ହେଉଥିବା ସମସ୍ୟା (0:00) ଡାଏବେଟିସ୍‌କୁ ରୋକିବେ କିପରି? (2:11) ବିଶ୍ଵ ଡାଏବେଟିସ୍‌ ଦିବସ ଅବସରରେ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ନଭେମ୍ବର ୧୩ରୁ ୧୫ ପର୍ଯ୍ୟନ୍ତ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ‘ଡାଏବେଟିସ୍‌ ସହିତ ଜୀବନ’। Diabetes, a chronic metabolic disorder, results in uncontrolled elevation of blood sugar levels. Diabetes can make you susceptible to other health problems such as high blood pressure and heart attacks. Although it is not a curable disease, it can be controlled to prevent comorbidities. What are the complications of uncontrolled Diabetes? How to prevent Diabetes? Let's know more from Dr Madhusmita Sahu, an Endocrinologist. In this Video, Complications of Uncontrolled Diabetes, in Odia (0:00) How to Prevent Diabetes? in Odia (2:11) 'Know Diabetes to No Diabetes'. On the eve of World Diabetes Day, IFI Foundation in association with OdishaLIVE & Swasthya Plus Odia presents a pioneering public health awareness campaign 'Diabetes Sahita Jeebana: Living with Diabetes from 13-15 November 2023 on prevention and management of Diabetes. Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

Comments