Русские видео

Сейчас в тренде

Иностранные видео


Скачать с ютуб KETE PAPE BITAIBA DINA || JAGAN MOHAN NAG || NEW ODIA CHRISTIAN SONG 2024 || FULL VIDEO в хорошем качестве

KETE PAPE BITAIBA DINA || JAGAN MOHAN NAG || NEW ODIA CHRISTIAN SONG 2024 || FULL VIDEO 11 дней назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



KETE PAPE BITAIBA DINA || JAGAN MOHAN NAG || NEW ODIA CHRISTIAN SONG 2024 || FULL VIDEO

KETE PAPE BITAIBA DINA || JAGAN MOHAN NAG || NEW ODIA CHRISTIAN SONG 2024 || FULL VIDEO PS Music Presents A New Kind Of Sad And Meaningful Emotional Christian Devotional Song.Which Is Sung Soulfully And Beautifully By Bro. Jagan Mohan Nag. Lyrics Penned And Music Composed By Salem Lima .Music Arranged By Bapi Samal.Must Watch This Meaningful And Heart Touching Song And Like Share Comment And Subscribe. PRAISE THE LORD.....PS MUSIC ତରଫରୁ ସମସ୍ତ ଖ୍ରୀଷ୍ଟୀୟ ଶ୍ରୋତା ବନ୍ଧୁ ମାନଙ୍କୁ ଖ୍ରୀଷ୍ଟ ପ୍ରେମରେ ଭକ୍ତି ପୂର୍ଣ୍ଣ ନମସ୍କାର । ନିଜ ଜୀବନକାଳରେ କରିଥିବା ଅଗଣିତ ଭୁଲ୍ ଅପରାଧ ଦୋଷକୁ ସ୍ବୀକାର କରି ଯୀଶୁଙ୍କ ଠାରେ ଅନୁତାପ କଲା ଭଳି ଏକ ହୃଦୟ ସ୍ପର୍ଶୀ ଏବଂ ଭାବ ବିହ୍ୱଳ ଭରା ନୂତନ ସମର୍ପିତ ଗୀତ ଉପହାର ସ୍ୱରୂପ ଆପଣ ମାନଙ୍କୁ ଭେଟି ଦେଇଛୁ। ଶୁଣନ୍ତୁ ଏବଂ ନିଜ ନିଜକୁ ଯୀଶୁଙ୍କ ଠାରେ ସମର୍ପଣ କରନ୍ତୁ । ପ୍ରଭୁଙ୍କ ଗୌରବ ଉଦ୍ଦେଶ୍ୟରେ ଏବଂ ଜଣେ ପାପୀ ମଣିଷର ମନ ଫେରଣ ନିମନ୍ତେ ଗୀତକୁ ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ମର୍ମସ୍ପର୍ଶୀ କରିବାକୁ ଚେଷ୍ଟା କରା ଯାଇଛି। ଏଣୁ ଆସୁ ଉକ୍ତ ଗୀତ ଶୁଣି ଏ ଅନ୍ତିମ ସମୟର ଘଡ଼ି ସନ୍ଧି ମୁହୂର୍ତ୍ତରେ ବଞ୍ଚି ଥାଉ ଥାଉ ଜୀବନରେ କରିଥିବା ଅଗଣିତ ପାପ ଦୋଷକୁ ସ୍ୱୀକାର କରି ଯୀଶୁଙ୍କ ନିକଟରେ ନିଜ ନିଜକୁ ସମର୍ପିତ କରି ଅନୁତାପ କରିବା ତେବେ ନିଶ୍ଚିତ ରୂପେ ପ୍ରଭୁ ଯୀଶୁ ଆମର ସକଳ ଅପରାଧ ଧୌତ କରିବେ, କାରଣ ଆମ୍ଭେମାନେ ଯଦି ଆପଣା ଆପଣା ପାପ ସ୍ୱୀକାର କରୁ ତେବେ ଆମ୍ଭମାନଙ୍କ ପାପକୁ ଧୌତ କରି ଆମ୍ଭମାନଙ୍କୁ କ୍ଷମା କରିବା ନିମନ୍ତେ ସେ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି | Social Link :👇 Instagram Link : https://instagram.com/parsuram_sagari... Facebook Link : https://www.facebook.com/parsuram.sag... Message Parsuram Sagaria on WhatsApp : https://wa.me/message/SKZDV4MHRMDFD1 SONG CREDIT : ♫ Song : Kete Pape Bitaiba Dina ♫ Singer : Bro .Jagan Mohan Nag ♫ Lyrics & Music : Salem Lima ♫ Arrangement & Programming : Bapi Samal ♫ Voice Dubbed : Soumya Originals Studio ,( Sunabeda ) ♫ Mastering : Soumya Ranjan Pattnayak ♫ Producer : Parsuram Sagaria ♫ Camera : Parsuram Sagaria ♫ Video Edit By : Jitu Kuldeep ♫ Special Thanks : Bikram Bhai & Sk Sujen ♫ Banner : PS Music ♫ Production : PS Music ♫ Poster Design & Intro Making By : Parsuram Sagaria ♫ Whatsup Number : 6372599738,7077091172 FULL LYRICS 👇👇 କେତେ ପାପେ ବିତାଇବ ଦିନ ମନ ଫେରାଅ ଜଗତ ଜନ ପାପ ପଥେ ନ କରି ଗମନ ସତ୍ୟ ପଥେ କର ହେ ଗମନ କରି ମନ ପରିବର୍ତ୍ତନ ଯୀଶୁ ପାଶେ ଦିଅ ମନ(୨) ଆସୁଅଛି ବନ୍ଧୁ ଦେଖ ଆଗମନ ଦିନ ୧ ଏ କଣ୍ଟକ ଜଗତରେ ଦେଇ ତୁମ ମନ ନଷ୍ଟ କରୁଅଛ ବନ୍ଧୁ ଆତ୍ମିକ ଜୀବନ ଜଗତର ସୁଖ ପାଇଁ ହୋଇ ଧାବମାନ ଯୀଶୁଙ୍କ ଠାରୁ ଦୂରକୁ କରୁଛ ଗମନ କରି ମନ ପରିବର୍ତ୍ତନ ଯୀଶୁ ପାଶେ ଦିଅ ମନ(୨) ଆସୁଅଛି ବନ୍ଧୁ ଦେଖ ଭୟଙ୍କର ଦିନ ୨ ଶେଷକାଳ ଉପସ୍ଥିତ ହୋଇଲାଣି ଜାଣ ଜ୍ଞାନର ସହ ଜଗତେ କର ଆଚରଣ ବାକ୍ୟର ଅଭାବ ହେବ ସତ୍ୟ ଏ ବଚନ ଖୋଜିଲେ ମିଳିବ ନାହିଁ ପ୍ରିୟ ବନ୍ଧୁଗଣ କରି ମନ ପରିବର୍ତ୍ତନ ଯୀଶୁ ପାଶେ ଦିଅ ମନ(୨) ଆସୁଅଛି ବନ୍ଧୁ ଦେଖ ଯୁଗଶେସ ଦିନ #ketepapebitaibadina ​ #ketepapebitaibadinachristiansongs​ #newodiachristiansongs​ #jaganmohannagnewchristiansong​ #newodiachristiansong​ #parsuramsagariaofficialnewchristiansongs​ #odiachristiansong​ #jaganmohannagsongs​ #latestodiachristiansongs​ #jaganmohannag​ #parsuramsagaria​ #jaganmohannagnewsongs​ #parsuramsagariachristiansongs​ #jaganmohannagchristiansongs​ #odiachristiansongs​ #parsuramsagariaofficial​ #latestodiachristiansongs​ #humanesagarchristiansongs​ #amitpanichristiansongs​ #newodiajisusong​ #odiajesussongs​ ଅନ୍ୟ ସମସ୍ତ ଲୋକ ପ୍ରିୟ ଖ୍ରୀଷ୍ଟିଆନ ଗୀତ ଗୁଡ଼ିକର Links ତଳେ ଦିଆଯାଇଛି ଦେଖି ନିଅନ୍ତୁ ମୁଁ ବଞ୍ଚିବି ଯୀଶୁଙ୍କ ପାଇଁ ( Jessica Rani )    • MU BANCHIBI JISUNKA PAIN || NEW ODIA ...   ପାପ ଜଗତ ( Bhusana Khosla & Sanju Sister )    • NEW KORAPUTIA CHRISTIAN SONG || PAPA ...   ନିଆରା ପ୍ରେମ ( Bikram Takri & Jessica Rani )    • NIARA PREMA | ODIA CHRISTIAN EASTER S...   ପାପୀ ମୁଁ ( Bikram Takri )    • PAPI MU || ପାପୀ ମୁଁ || NEW ODIA CHRIS...   ଜନମିଲେ ମୋ ଯୀଶୁ ରାଜନ (Jessica Rani )    • JANAMILE MO JISU RAJANA | JESSICA RAN...   ବଞ୍ଚିବି ମୁଇଁ ତୁମର ପ୍ରେମତି ( Sanju Sister )    • BANCHBI MUI TUMAR PREMATI || SANJU SI...   ବେଲା ନାଇଁ ଫେରବେ ମନ ( Joseph Nellur )    • BELA NAI PHERABE MANA || NEW KORAPUTI...   ଆଗମନ ଦିନ ଖେଟିଗଲା ( Susanta Khosla )    • Susanta khosla | Agamana Dina Khetiga...   ଯୀଶୁ ଜନମିଲାଏ ( Rahul RBN ) Koraputia Rap Singer    • Jisu Janomilay||New koraputia  Christ...   ଜାନି କରି ରହ ତୁଇ ( Bidyut Bhatra )    • Jani kori roh tui /Full dance video/M...   !! ANTI PIRACY WARNING !! This contain is copyright Parsuram Sagaria Official any Anauthorized reproduction redistribution , re-uplod (audio or video) is strictly prohibited of this meterial legal action will be taken against those who violate this copyright meterial presented. !! ବିଶେଷ ସୂଚନା !! ଏହି ଭିଡ଼ିଓ କେବଳ '' PARSURAM SAGARIA OFFICIAL'' ୟୁଟୁବ ଚାଁନେଲ ପାଇଁ ଏହାକୁ ଅନ୍ୟ କେହି ଆମର ବିନା ଅନୁମତିରେ ତାଙ୍କ ୟୁଟୁବ ଚାଁନେଲ ରେ ଛାଡି ପାରିବେ ନାହିଁ | ଯଦି କେହି ଏହାକୁ ଅବମାନନା କରନ୍ତି, ତାହାହେଲେ ଆମେ ବିନା INFORMATION ରେ COPYRIGHT STRIKE କରିବୁ |

Comments