Русские видео

Сейчас в тренде

Иностранные видео


Скачать с ютуб Jhia Janma Dukha Kahani ll ଏନ୍ତୁଡ଼ି ଶାଳରୁ ମଶାଣି ଯାଏ ଶୁଣୁ ଶୁଣ ମାଆ ଭଉଣୀ ll music&singer Priyadarshini в хорошем качестве

Jhia Janma Dukha Kahani ll ଏନ୍ତୁଡ଼ି ଶାଳରୁ ମଶାଣି ଯାଏ ଶୁଣୁ ଶୁଣ ମାଆ ଭଉଣୀ ll music&singer Priyadarshini 3 месяца назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



Jhia Janma Dukha Kahani ll ଏନ୍ତୁଡ଼ି ଶାଳରୁ ମଶାଣି ଯାଏ ଶୁଣୁ ଶୁଣ ମାଆ ଭଉଣୀ ll music&singer Priyadarshini

#JhiajanmaDukhakahani #Bolehunti #Sinuthibamabhauni #Jhiabidabelagita #Manabadharmisong #Entudisalaru #Masanibhuin #Jhiabahagharasong #Priyadarshininayaksong #Pragnyashreenewrealise #Saipragnyacreation #Bahagharasong2024 ll Jhiajanmralivestory # Song : Jhia Janma Dukha Kahani Bolehunti Singer : Priyadarshini Nayak lyrics : Himansu bhusan Mahanty Music, Priyadarshini nayak copyright by Saipragnyacreation YouTube channels 5 el 🙏SAI PRAGNYA CREATEION YOUTUBE CHANEL ତରଫରୁ ସମସ୍ତ VEAWRS ମାନଙ୍କୁ ଆମ TEAM, ବହୁତ ବହୁତ ଧନ୍ୟବାଦ ଜଣାଉଛି II ପୁଣି ଆଉ ଏକ ସୁନ୍ଦର ଗୀତ ଯାହା ଗୋଟେ ଝିଅ ଜୀବନରେ ଘଟିଥାଏ II ଝିଅର ବାପ ଘରେ ଜଳୁଛି ଏନ୍ତୁଡ଼ି ନିଆଁ କିନ୍ତୁ ଶାଶୂଘରେ ଜଳେ ମଶାଣି ନିଆଁ II ଝିଅଟିଏ ଜନ୍ମ ହେଲେ ଗୋଟେ ମା ' ତା ପାଇଁ କେତେ କଥା ଶୁଣିବାକୁ ପଡେ ll ଝିଅଟି ଧୀରେ ଧୀରେ ବଡ଼ ହେଉଛି, ସ୍କୁଲ ଯାଉଛି, ସାଙ୍ଗ ସାଥି ମାନଙ୍କ ସହିତ ରଜ ଓ କୁମାର ପୁନେଇଁ ଖେଳୁଛି କେତେ ଆନନ୍ଦରେ ତା ଦିନ ଗୁଡିକ କଟିଯାଏ ll ପୁଣି ସେଇ ଝିଅ ବାହାହୋଇ ଝିଅରୁ ବୋହୁ, ବୋହୁରୁ ମା' ମାଆ 'ରୁ ଶାଶୁ ହେବାର ଦାୟିତ୍ୱ କିପରି ଲିଭାଉଛି ll ସବୁ ଦୁଃଖ କଷ୍ଟ ପୁଣି ସବୁ ହସ ଖୁସି କୁ କେମିତି ସହିପାରୁଛି,ଏ ସବୁ ବିଷୟକୁ ଅତି ସୁନ୍ଦର ଭାବରେ ଲେଖିଛନ୍ତି Lyricist Himansu bhusan Mahanty ଏବଂ ଗାଇଛନ୍ତି Priyadarshini Nayak ll ଗୀତଟି ବହୁତ ସୁନ୍ଦର ହୋଇଛି ll ଆଶା କରେ ଗୀତ ଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଶୁଣିବେ 🙏🙏🙏 ll Plz    • Kou Mase Kou Paraba ll ବାରମାସେ ତେର ପର...      • Видео      • Dukha Hari Sukha Deulo Tu Maamangala ...      • Sudasa Bratara Kahani ll ସୁଦଶା ବ୍ରତର ...   ll LIKE ll SHARE ll SUBSCRIB II    • Dukha Hari Sukha Deulo Tu Maamangala ...   Thanks You For Your Love And Support.

Comments