Русские видео

Сейчас в тренде

Иностранные видео


Скачать с ютуб Suniti indicate to whom | କେଉଁ କେନ୍ଦ୍ରମନ୍ତ୍ରୀ ରାଜ୍ୟ ବିଜେପିକୁ ଭାଙ୍ଗୁଛନ୍ତି? | The Quiver в хорошем качестве

Suniti indicate to whom | କେଉଁ କେନ୍ଦ୍ରମନ୍ତ୍ରୀ ରାଜ୍ୟ ବିଜେପିକୁ ଭାଙ୍ଗୁଛନ୍ତି? | The Quiver 11 дней назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



Suniti indicate to whom | କେଉଁ କେନ୍ଦ୍ରମନ୍ତ୍ରୀ ରାଜ୍ୟ ବିଜେପିକୁ ଭାଙ୍ଗୁଛନ୍ତି? | The Quiver

#କେଉଁ_କେନ୍ଦ୍ରମନ୍ତ୍ରୀ_ରାଜ୍ୟ_ବିଜେପିକୁ_ଭାଙ୍ଗୁଛନ୍ତି? ରାଜ୍ୟ ବିଜେପିକୁ ଅସ୍ଥିର କରିବାକୁ ଚାହୁଁଛନ୍ତି କିଛି ନେତା । ସେଥିରେ କେନ୍ଦ୍ରମନ୍ତ୍ରୀ ବି ରହିଛନ୍ତି । କୌଣସି ପ୍ରକାର ସଂଗଠନକୁ ଭାଗ ଭାଗ କରିବାକୁ ଲାଗିଛନ୍ତି । ଆତ୍ମବଢ଼ିମା, ଆତ୍ମସ୍ୱାର୍ଥ ଓ ପତିଆରା ପାଇଁ କାଳେ ଏପରି ଜଘନ୍ୟ କାଣ୍ଡ କରାଯାଉଛି । ଏମିତି କିଛି ବିସ୍ଫୋରକ କଥା କହିଛନ୍ତି ବିଜେପିର ଭୁବନେଶ୍ୱର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ । ସିଧା ସଳଖ କହିଛନ୍ତି କିଛି ପୁରୁଖା ନେତା ଦଳ ଭିତରେ ବିଭେଦ ସୃଷ୍ଟି କରୁଛନ୍ତି । ଏମପି ଅପରାଜିତାଙ୍କ ସମର୍ଥକ ମାନଙ୍କୁ ଜାଣିଶୁଣି ହଇରାଣ କରୁଛନ୍ତି । #bjpgovernment #pmnarendramodi #bjpodisha #cmmohanmajhi #bjdodisha #naveenpatnaik #bjdmla #bjpmla #aprajitasarangi #sunitmund #pravari #Delhi #meyor THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News! Get Touch With Us! -------------------------- Subscribe "THEQuiverNews" in YouTube!    / @thequivernews   Like us in Facebook:   / thequiverofficial   Follow us in Instagram:   / thequivernews   Follow us in Twitter:   / thequivernews   Visit our website: https://thequiver.in/ Follow us in LinkedIn:   / thequivernews   #thequiver #thequivernews #odishapolitics

Comments