Русские видео

Сейчас в тренде

Иностранные видео


Скачать с ютуб Kartika Mahatmya -୩ୟ ଅଧ୍ୟାୟ ପାଠ ଓ ଵ୍ୟାଖ୍ୟା | Pandit Bhajaram,Sebayata Managobinda | Sidharth Bhakti в хорошем качестве

Kartika Mahatmya -୩ୟ ଅଧ୍ୟାୟ ପାଠ ଓ ଵ୍ୟାଖ୍ୟା | Pandit Bhajaram,Sebayata Managobinda | Sidharth Bhakti 9 часов назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



Kartika Mahatmya -୩ୟ ଅଧ୍ୟାୟ ପାଠ ଓ ଵ୍ୟାଖ୍ୟା | Pandit Bhajaram,Sebayata Managobinda | Sidharth Bhakti

ବରଷକ ବାର ମାସ ମଧ୍ୟରେ କାର୍ତ୍ତିକ ମାସ ସବୁଠୁ ପବିତ୍ର ମାସ l ଏହି ମାସର ମାହାତ୍ମ୍ୟ ମହାନ l ଏହି ମାସର ପ୍ରତ୍ୟେକ ଦିନ ସନ୍ଧ୍ୟା ବେଳେ ତୁଳସୀ ଚଉରା ମୂଳେ ଆକାଶ ଦୀପ ଜାଳି ପିତୃ ପୁରୁଷଙ୍କୁ ସ୍ମରଣ କରାଯାଏ l ସେମାନଙ୍କ ପଥକୁ ଆଲୋକିତ କରାଯାଏ l କାର୍ତ୍ତିକ, ଧର୍ମ ଅର୍ଜନ କରିବାର ମାସ l କାର୍ତ୍ତିକ, ପୁଣ୍ୟ ଅର୍ଜନ କରିବାର ମାସ l କାର୍ତ୍ତିକ ମାସରେ ପ୍ରତ୍ୟେକ ଦିନ କାର୍ତ୍ତିକ ମାହାତ୍ମ୍ୟ ପଢିଲେ ଓ ଶୁଣିଲେ ସବୁ ପାପ କ୍ଷୟ ହୋଇଥାଏ l ମାସସାରା ହବିଷ୍ୟାଳି ମାନେ ସନ୍ଧ୍ୟାରେ ଏକତ୍ରିତ ହୋଇ କାର୍ତ୍ତିକ ମାହାମ୍ନ୍ୟର ଗୋଟିଏ ଗୋଟିଏ ଅଧ୍ୟାୟ ଶ୍ରବଣ କରି ନିଜକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରିଥାନ୍ତି l ଏହି ପୁଣ୍ୟ କାର୍ତ୍ତିକର ମହାନ ମାହାମ୍ନ୍ୟକୁ ନେଇ ଆମର ଏଇ ନିଆରା ଭେଟି କାର୍ତ୍ତିକ ମାହାମ୍ନ୍ୟ, ଯାହାକୁ ପାଠ କରୁଛନ୍ତି ଶ୍ରୀମନ୍ଦିରର ସେବକ ମାନଗୋବିନ୍ଦ ଆପଟ ଓ ତାହାର ତତ୍ତ୍ୱ,ଅର୍ଥ ଏବଂ ମାହାତ୍ମ୍ୟକୁ ସରଳ ଓ ସୁନ୍ଦର ଭାବରେ ଵୁଝାଇ କହୁଛନ୍ତି ପଣ୍ଡିତ ଭଜରାମ ଶତପଥି l Also watch this Programme on SIDHARTH BHAKTI CHANNEL. Sidharth Bhakti : Dish TV-1395, Airtel-616,Sun-491,D2H-1395,Tata Play-1796 Sidharrth TV : Dish-1311,Tata Play-1757,Airtel-600,Sun Direct -657,D2H-1311 Sidharth Gold : Dish TV -1333, Airtel-602,Sun-658,D2H-1333,Tata Play-1766 Jay Jagannath : Dish-1397,Airtel-615,Sun Direct-490,Videocon D2H-1397,Tata Play-1799 SUBSCRIBE us for new shows every day: YouTube :    / sidharthbhakti   Instagram :   / sidharthbhakti   Facebook :   / sidharthbhaktiodia   Subscribe our other Television Channels : Sidharth TV :    / sidharthtv   Sidharth Gold : https://bit.ly/3a1P4Ac Jay Jagannath : https://bit.ly/3aa1lTa #SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal #jayjagannathtv

Comments