У нас вы можете посмотреть бесплатно To Bata Aachi Re Chahin Female Version - Odia Broken Heart Sad Song By Amrita Nayak - Studio Version или скачать в максимальном доступном качестве, которое было загружено на ютуб. Для скачивания выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу
страницы.
Спасибо за использование сервиса savevideohd.ru
✽ Song : To Bata Aachi Re Chahin (Studio Version Video) ✽ Singer : Amrita Nayak ✽ Lyrics : Pinkun Jena ✽ Music Director : Jeet Baral 9861111097 ✽ Poster & Editing : Sujit Raj ✽ Banner : Saptarshi Entertainment - Dhenkanal ✽ Recorded At : Fine Tune In (F.T.I),Cuttack ✽ Mixing By : Sanjay Maharana - Fine Tune In (F.T.I),Cuttack ✽ Post-Production & DI : Odia Express ତୁ କେମିତି ଭାବି ନେଲୁ ତତେ ଭୁଲି ଯାଇଛି ବୋଲି ଭୁଲିନି ମୁଁ ଆଜି ଯାଏ ନା ଭୁଲି ପାରିବି କାଲି ତୁ କେମିତି ଭାବି ନେଲୁ ତତେ ଭୁଲି ଯାଇଛି ବୋଲି ଭୁଲିନି ମୁଁ ଆଜି ଯାଏ ନା ତତେ ଝୁରି ହୋଉଛି ଖାଲି ହୃଦୟକୁ ସିନା ମୋର ଦେଇଚୁ କେତେ ତୁ ଫାଙ୍କି ତୋ ଉପରେ ଅଭମାନ କରିନି ମୁଁ ସେଥି ଲାଗି ପାରିଲୁନି ଚିନ୍ହି ମୋତେ ପାରିଲୁନି ଚିନ୍ହି ମୋତେ ଗଲୁ ଦୁରେଇ ... ତୋ ବାଟ ଅଛି ରେ ଚାହିଁ ତୋ ବାଟ ଅଛି ରେ ଚାହିଁ .. ତୁ ଥରୁଟେ ନେ କୋଳେଇ ତୋ ବାଟ ଅଛି ରେ ଚାହିଁ ... ଭାରି ସରଳ ତୋ ହୃଦୟଟା ବୋଲି ପାଇଲି ଭଲ ତତେ ସବୁତ ଜାଣିଚୁ କେମିତି ନିନ୍ଦୁଛୁ ନିଷ୍ଠୁର ଭାବି ମତେ ନିଜକୁ ନିଜେଠୁ ପଚାରି ବୁଝିନେ ମରୀଚିକା କହୁ ତୁ ଅନୁଭବ ତୋର ଦବ ଯେ ଉତର କେତେ ଭଲ ପାଏ ମୁଁ ଛାତିରେ ରଖି ଥରେ ହାତ .. କହିପାରିବୁ କି ତୁ ସତ (୨) ଭଲ ମୁଁ ପାଇ ନାହିଁ ତୋ ବାଟ ଅଛି ରେ ଚାହିଁ ତୋ ବାଟ ଅଛି ରେ ଚାହିଁ .. ତୁ ଥରୁଟେ ନେ କୋଳେଇ ତୋ ବାଟ ଅଛି ରେ ଚାହିଁ ... ଅବିଶ୍ୱାସ ନିଆଁ ଜାଳିଲୁ ମନରେ ସମ୍ପର୍କ ଭୁଲି ଯାଇ ବଦଳିବ ପାଇଁ ବାଧ୍ୟ କଲୁ ମୋତେ ପ୍ରେମ ମୋ କମି ନାହିଁ ରହିଛୁ ତୁ ସତ ମୋ ଠାରୁ ଦୂରରେ ଲାଗେ ପାଖେ ଅଛୁ ତୁ ତୋ କୋଳରେ ମଥା ରଖି ମରିଯିବି ସେ ସ୍ବପ୍ନ ଦେଖୁଚି ମୁଁ ତୋ ବିନା ପାରୁନି ମୁଁ ରହି ଦୁରେଇ ଯାଇଛୁ ତୁ କାହିଁ (୨) ହାତ ମୋ ଛାଡି ଦେଇ ତୋ ବାଟ ଅଛି ରେ ଚାହିଁ ତୋ ବାଟ ଅଛି ରେ ଚାହିଁ .. ତୁ ଥରୁଟେ ନେ କୋଳେଇ ତୋ ବାଟ ଅଛି ରେ ଚାହିଁ ... LIKE | COMMENT | SHARE | SUBSCRIBE 👉 SUBSCRIBE For UNLIMITED ENTERTAINMENT!