Русские видео

Сейчас в тренде

Иностранные видео


Скачать с ютуб PANCH PUA KAHARA- ODIA PALA COMEDY(କବିଙ୍କ ମୋବାଇଲ କମେଡି) || GAYIKA- GOURIBALA SWAIN в хорошем качестве

PANCH PUA KAHARA- ODIA PALA COMEDY(କବିଙ୍କ ମୋବାଇଲ କମେଡି) || GAYIKA- GOURIBALA SWAIN 3 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



PANCH PUA KAHARA- ODIA PALA COMEDY(କବିଙ୍କ ମୋବାଇଲ କମେଡି) || GAYIKA- GOURIBALA SWAIN

Title- Panch Pua Kahara- Odia Pala Comedy (କବିଙ୍କ ମୋବାଇଲ କମେଡି) Pala Comedy collected from Odia Pala by Gayika- Gouribala Swain and Associates Urmi Entertainment #PanchPuaKahara #OdiaPalaComedy #KabinkaMobileComedy #GayikaGouribalaSwain #UrmiEntertainment ---------------------------------------------------------------------------------------------- ଏହି ଭାଗର ସାରାଂଶ:- ଏହି ପାଞ୍ଚ ପୁଅ କାହାର ବା କବିଙ୍କ ମୋବାଇଲ କମେଡି ଭାଗଟି ଓଡ଼ିଆ ପାଲାରୁ ସଂଗୃହିତ, ଏହି ପାଲା କମେଡିକୁ କବି ପରିବେଷଣ କରିଛନ୍ତି, ଏହି ଓଡ଼ିଆ ପାଲାକୁ ଗାୟିକା କଳକଣ୍ଠି ଗୌରୀଵାଲା ସ୍ୱାଇଁ ଓ ସାଥିମାନେ ପରିବେଷଣ କରିଥିଲେ ----------------------------------------------------------------------------------------------- ପାଲାର ସଂଜ୍ଞା :- ପାଲା ହେଉଛି ଆମ ଓଡିଶା ବାସୀଙ୍କର ଏକ ସର୍ବପ୍ରାଚୀନ ପରମ୍ପରା ଏବଂ ଶିକ୍ଷଣୀୟ, ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ, ବିଶେଷ କରି ଏହା ସାହିତ୍ୟିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ପରିଗଣିତ, ପାଲାର ବିଷୟବସ୍ତୁକୁ ଯିଏ ବ୍ୟାଖ୍ୟା କରନ୍ତି ଏବଂ ମୁଖ୍ୟ ହେଉଛନ୍ତି ଗାୟିକା ବା ଗାୟକ, ସେ ପୁରାଣ ଅଷ୍ଟଦଶପୁରଣ, ଭାଗବତ, ରାମାୟଣ ଇତ୍ୟାଦିର ବିଷୟବସ୍ତୁକୁ ଆଧାର କରି ତାଙ୍କର କରିଥିବା ବିଷୟକୁ ଆଲୋଚନା କରନ୍ତି | ଗୋଟିଏ ପାଲା ଦଳରେ ଜଣେ ହେଲେ ବାୟକ ଯିଏକି ମୃଦଙ୍ଗ ବଜାନ୍ତି, ଅନ୍ୟ ଜଣେ ହେଲେ ଶ୍ରୀପାଳିଆ ଯିଏ ଭଜନ ଏବଂ ଓଡିଶୀ ଇତ୍ୟାଦି ସୁନ୍ଦର ଭାବେ ଗାନ କରନ୍ତି ଏବଂ ଆଉ ଅନ୍ୟ ୩ ଜଣ ହେଲେ ପାଳିଆ ଯିଏ କି ପାଳି ଘେରି ଗାୟକ ବା ଗାୟିକାଙ୍କୁ ସହାୟତା କରନ୍ତି, ଗାୟକ ବା ଗାୟିକାଙ୍କୁ ନେଇ ସମୁଦାୟ ୬ ଜଣ ଙ୍କୁ ନେଇ ଗୋଟିଏ ପାଲା ଦଳ ହୋଇଥାଏ, ଏଇ ହେଉଛି ପାଲା, ଏଇ ହେଉଛି ଆମ ସଂସ୍କୃତି ଓ ପରମ୍ପରା | ----------------------------------------------------------------------------------------------- Thank you for watching this video, if you like this video then please hit the like button, share, and do subscribe to our channel for more such videos, also comment about your feedback in the comment section. You can follow us on:- YouTube:-    / @urmientertainment   Facebook:-   / bismaya.ranjan.549   Facebook Page:-   / urmientertainmentodia   Twitter:-   / urmientertainm1   Blogger:- https://www.urmientertainment.com/ Also, enjoy more Pala videos on our other channel- Mamata Entertainment here:-    / @mamataentertainmentodia   ------------------------------------------------------------------------------------------------- All the copyright reserved by Urmi Entertainment. If anybody misuse, reuse or unauthorized use of the same content may subject to a copyright claim against him.

Comments