Русские видео

Сейчас в тренде

Иностранные видео


Скачать с ютуб କର୍ମ | Bhitiri Katha 106 | Narayan Mishra | Odisha 365 в хорошем качестве

କର୍ମ | Bhitiri Katha 106 | Narayan Mishra | Odisha 365 11 месяцев назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



କର୍ମ | Bhitiri Katha 106 | Narayan Mishra | Odisha 365

କର୍ମର ପ୍ରକାର ଭେଦ କେଉଁ କାମ କରିବା ଆଉ କେଉଁ କାମ କରିବା ନାହିଁ ? ସତ୍ ମାର୍ଗରେ ଯିବାକୁ ଚାହୁଁଥିଲେ କଣ କର୍ମ କରିବେ | କଣ ସବୁ କାମ କଲେ ନାମ କେଉଁ ଫଳ ମିଳେ ? ଭଲ କର୍ମ କରି ମଧ୍ୟ ଭୋଗିବାକୁ ପଡ଼ୁଛି କାହିଁକି ? କେଉଁ କର୍ମର ଫଳ ବଦଳାଇ ହେବନି ? କଣ କର୍ମ କଲେ ସିଦ୍ଧିଲାଭ ହେବ ? ପ୍ରଭୁଙ୍କ ନିମନ୍ତେ କର୍ମ କଲେ ସୁଫଳ ମିଳେ କି? ----------------- How to Do Good Karma ? Obstacles in Karma ? ---------------- ଏଥର ନାରାୟଣ ମିଶ୍ରଙ୍କ ଭିତିରି କଥା ହେବ ଏକ ଆଧ୍ୟାତ୍ମିକ ପରିବେଶ, ଯାହା ଆପଣଙ୍କୁ ସତ ମାର୍ଗରେ ଚାଲିବ ପାଇଁ ପ୍ରେରଣା ଦେବ | ଏହି ଭିଡ଼ିଓ ମାଧ୍ୟମରେ ଆପଣ ପାଇ ପାରିବେ ଜୀବନ ବଞ୍ଚିବାର ସରଳ ମାର୍ଗ ? ଆପଣଙ୍କ ମନରେ ଥିବା ସବୁ ପ୍ରଶ୍ନର ସମାଧାନ ପାଇବେ ଏହି ଭିଡ଼ିଓରୁ | ଯଦି ଆପଣଙ୍କ ଜୀବନର କିଛି ସମସ୍ୟାର ସମାଧାନ ନେଇ ମନରେ ପ୍ରଶ୍ନ ଥାଏ ଭିଡ଼ିଓ କମେଣ୍ଟରେ ପଚାରିଲେ ଆଗାମୀ ଅଧ୍ୟାୟ ଗୁଡିକରେ ଏହାର ସରଳ ଉପାୟ ପାଇ ପାରିବେ | ଭିଡ଼ିଓଟି ଧ୍ୟାନର ସହ ଦେଖନ୍ତୁ ଆଉ ନିଜ ଜୀବନରେ ଏହାକୁ ଅନୁସରଣ କରନ୍ତୁ ଜୟ ଜଗନ୍ନାଥ ---------- Narayan Mishra Bhitiri Katha Odisha 365 ---------- Karma #Karma #bhitirikatha #narayanmishra #odisha365 #namasankirtanam #jayjagannath #jayjagannathstatus #jayjagannathawhatsappvideo

Comments